ଗ୍ୟାଙ୍ଗଷ୍ଟରଠାରୁ ଜବତ ଜମିରେ ନିର୍ମାଣ ହୋଇଥିବା ଘର ଗରିବଙ୍କୁ ଦେଲେ ଯୋଗୀ

ଲଖନଉ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଠାରୁ ଜବତ ହୋଇଥିବା ଜମିରେ ନିର୍ମାଣ ହୋଇଥିବା ୭୬ଟି ଫ୍ଲାଟର ଚାବି ହିତାଧିକାରୀଙ୍କୁ ପ୍ରଦାନ

Read more