ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ

ଯାଜପୁର/ଭଣ୍ଡାରିପୋଖରୀ: ଆକସ୍ମିକ ବଜ୍ରପାତ ଲୋକଙ୍କୁ ଡରାଉଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଦୁଇ ଜଣ ଯୁବକଙ୍କର ଜୀବନ ଯାଇଛି।

Read more