ଘରୋଇ କଳହରୁ ବିଦ୍ୟୁତ୍ ଟାଓ୍ବାରରେ ଚଢ଼ିଲେ ଯୁବକ

ଗୋଷାଣି: ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଗାରବନ୍ଧମେଟୁ ଗ୍ରାମ ନିକଟରେ ଜଣେ ଯୁବକ ଘରୋଇ କଳହକୁ କେନ୍ଦ୍ର କରି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର୍ ଉପରେ ଚଢ଼ିଛନ୍ତି।

Read more