ରାଜଧାନୀରେ ଗଡିଲା ମୁଣ୍ଡ: ୩ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ, ଜଣେ ମୃତ

ରାଜଧାନୀରେ ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ୟୁନିଟ୍‌ -୮ ନାରାୟଣ ବସ୍ତିରେ ଗୋଷ୍ଠୀ ସଂଘର୍ଷ । ୩ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଲେଡି ଡନ୍‌

Read more