କର୍ମଚାରୀ ଛଟେଇ ଘୋଷଣା କଲା ଜୋମାଟୋ, ଜାଣନ୍ତୁ କେତେ ଜଣଙ୍କୁ କରିବ ବାହାର ?

ନୂଆଦିଲ୍ଲୀ: ଟ୍ୱିଟର ଏବଂ ଫେସବୁକର ପେରେଣ୍ଟ କମ୍ପାନି ମେଟା ପରେ ଏବେ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଛି

Read more