ଏହି ତେଲର କେବଳ ଗୋଟିଏ ବୁନ୍ଦାରୁ ୧୦ ଦିନରେ ଦାନ୍ତର ସବୁ ପୋକ ଗୁଡିକ ଶେଷ ହୋଇଯିବ

ଏଥିରେ କୌଣସି ସନ୍ଦେହ ନାହିଁ କି ଯଦି କେଉଁ ବ୍ୟକ୍ତିର ଦାନ୍ତ ସଫା ଓ ଭଲ ଥିବ ତେବେ ତାହାର ଚେହେରାରେ ହସ ଦୁଇ ଗୁଣା ହୋଈଯାଏ , କିନ୍ତୁ ଏହା ପାଇଁ ଜରୁରୀ ଅଟେ କି ଆମେ ନିଜ ଦାନ୍ତଗୁଡୀକ ଭଲ ଭାବେ ଦାୟିତ୍ୱ୍ ରଖିବା । ଯଦି ଆମେ ନିଜ ଦାନ୍ତଗୁଡିକ ଭଲ ଭାବେ ଯତ୍ନ ନ ନେବା ତେବେ ଆମର ଦାନ୍ତରେ ପୋକ ଖାଇଯିବ , ଓ ଦାନ୍ତ ମଇଳା ହେବ , ଯାହାର କାରଣରୁ ଅନ୍ୟ ବ୍ୟକ୍ତି ଆମ ପାଖକୁ ଆସିବାକୁ ପସନ୍ଦ କରିବ ନାହିଁ । ଆପଣଙ୍କୁ ଜଣେଇଦେବୁ କି ବହୁତଥର୍ ମିଠା ଖାଇଲେ ଦାନ୍ତରେ ପୋକ ଖାଇବା ଆରମ୍ଭ ହୋଇଯାଏ , ଏଥିରେ ଦାନ୍ତରେ ପୀଡା ହେବା ସଂବନ୍ଧିତ ସବୁ ଅସୁବିଧା ମାନ ଦେଖାଯାଏ ।ଆମର ଦାନ୍ତ ଆମ ଚେହେରାର ଏକ ପରିଚୟ ହୋଇଥାଏ , ଏଥିପାଇଁ ଆମେ ଆଜି କିଛି ଏପରି ଉପାୟ କରିବାକୁ ଯାଉଛୁ , ଯାହା ଦ୍ୱାରା ଦାନ୍ତ ସଫା ରହିବ , ଓ ଏହା ଦ୍ୱାରା ଦାନ୍ତରୁ ପୋକ ଖାଇବା ଦୁର ହୋଇଯିବ , ଏହି ଉପାୟ ସତରେ ବହୁତ ସହଜ ଅଟେ , ଏହାକୁ ବ୍ୟବହାର କରିବାକୁ ଅଧିକା ଅସୁବିଧା ହେବ ନାହିଁ । ଆସନ୍ତୁ ଜାଣିବା ବିସ୍ତାରରେ ।
୧) ଏହି ଉପାୟ ଅନୁସାରେ ସବୁଠାରୁ ପ୍ରଥମେ ଦାନ୍ତକୁ ପୁରା ଯତ୍ନ ନିଅନ୍ତୁ , ଶରୀରର ଅନ୍ୟ ଭାଗକୁ ଯେପରି ଧ୍ୟାନ ଦେଉଛନ୍ତି ସେହିପରି ଦାନ୍ତକୁ ବି ଦାୟିତ୍ୱ ନିଅନ୍ତୁ , ଦରକାର୍ ପଡିଲେ ଦାନ୍ତଗୁଡୀକର ଚେକଅଫ୍ ବି କରୁଥାନ୍ତୁ , ଏହା ଦ୍ୱାରା ଆପଣଙ୍କ ଦାନ୍ତ ବହୁତ ଦିନ ଯାଏଁ ଚମକି ଉଠିବ ।
୨) ଏଥିପାଇଁ ଆପଣଙ୍କୁ ସୋରିଷର ତେଲ , ଲୁଣ ଓ ହଳଦୀର ଦରକାର ପଡିପାରେ , ଏହି ଉପାୟକୁ ବ୍ୟବହାର କରିବାପରେ ଆପଣଙ୍କ ଦାନ୍ତରେ ପୋକ ଖାଇବା ବନ୍ଦ ହୋଇଯିବ , ଏହାକୁ ଅଲଗା ଅଲଗା ନୁହେଁ ଏକାଠି ପ୍ରୟୋଗ କରିବାର ଅଛି , ମାନେ ଏହି ତିନୋଟି ଜିନିଷକୁ ମିଶାଇ ଟୁଥ୍ ବ୍ରଶ୍ ରେ ନିଜ ଦାନ୍ତକୁ ଘସିବାର ଅଛି ,। ଏହା ସହ ଦାନ୍ତରେ ପୋକ ମାରିବା ଓ ଦାନ୍ତରେ ପୀଡାକୁ ଦୂର କରିବାପାଇଁ ଲବଙ୍ଗର ତେଲ ବ୍ୟବହାର୍ କରିପାରିବେ , ଏହାପାଈଁ ପ୍ରଥମେ ଲବଙ୍ଗର ତେଲକୁ ପୋକ ଖାଇଥିବା ସ୍ଥାନରେ ଲଗାଇଦିଅନ୍ତୁ , ଏହା ଦ୍ୱାରା ଆପଣଙ୍କ ଦାନ୍ତରୁ ପୋକ ଦଶ ଦିନରେ ଶେଷ ହୋଇଯିବେ ।
୩) ଏଥିପାଇଁ ବି ଆପଣଙ୍କୁ ତିନୋଟି ଜିନିଷର ଦରକାର ପଡିବ , ଏହି ତିନୋଟି ଜିନିଷ ହେଲା ଫିଟକିରି , ଲୁଣ ସାମିଲ୍ ଅଛି , ଏହି ତିନୋଟି ଜିନିଷ ଭଲ ଭାବରେ ପେସି ଦିଅନ୍ତୁ , ଓ ଏହାର ମିଶ୍ରଣ ବନାଇନିଅନ୍ତୁ , ଏହାପରେ ଏହି ମିଶ୍ରଣକୁ ଟୁଥବ୍ରଶ ଦ୍ୱାରା ନିଜ ଦାନ୍ତକୁ ସଫା କରନ୍ତୁ , କହିଦେବୁ କି ଏହି ଉପାୟ ବ୍ୟବହାର କରିବାପରେ ଆପଣଙ୍କ ଦାନ୍ତ ସଂବନ୍ଧୀ ସବୁ ଅସୁବିଧା ଦୁର ହୋଇଯିବ ।

Spread the love