ଦି ଗାନ୍ଧୀ ସେଣ୍ଟର ଫର ପିସ୍’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ଅବସରରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵରରେ ‘ଦି ଗାନ୍ଧୀ ସେଣ୍ଟର ଫର ପିସ୍’ର ଲୋକାର୍ପଣ କରିଛନ୍ତି। ଗାନ୍ଧିଜୀଙ୍କ ନୀତିଆଦର୍ଶ, ବିଚାରଧାରା ଏବଂ ଜୀବନୀର ପ୍ରଚାରପ୍ରସାର ସହ ଜନଜାଗରଣ ସୃଷ୍ଟିରେ ଏହି କେନ୍ଦ୍ର ପ୍ରମୁଖ ଭୂମିକା ନିଭାଇବ।  ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଓଡ଼ିଶା ସରକାର ଆଜି ଉଦ୍ଘାଟନ କରିଛନ୍ତି।ଯାହାଦ୍ଵାରା ଯୁବପିଢୀକୁ ଗାନ୍ଧୀଙ୍କ ଅହିଂସା ଓ ଆଦର୍ଶରେ ଅନୁପ୍ରାଣିତ ହୋଇପାରିବେ।

Spread the love