News ରାଜ୍ୟ ଏହି ୭ ଗୁଣ ଥିବା ମହିଳା ଚମକାନ୍ତି ସ୍ୱାମୀଙ୍କ ଭାଗ୍ୟ ! ଆପଣ ଏପରି ଝିଅଙ୍କୁ କରନ୍ତୁ ବିବାହ ଲାଇଫ୍ ଷ୍ଟାଇଲ୍ March 18, 2021March 18, 2021 Satya state ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ଭାବି ପତ୍ନୀ ସୌଭାଗ୍ୟଶାଳୀ ହୋଇଥିବେ, ଯିଏ ଆପଣଙ୍କ ବନ୍ଦ ଭାଗ୍ୟର ଚାବିକୁ ଖୋଲିପାରିବେ। ତାହେଲେ ଆପଣ ନିହାତି ଜାଣିବା ଦରକାର ଯେ କେଉଁ ମହିଳାଙ୍କୁ ବିବାହ କରିବାକୁ ଉଚିତ। ଖାସ୍ କରି ଏହି ୭ଟି ଗୁଣ ଥିବା ମହିଳାଙ୍କୁ ବିବାହ କଲେ ଆପଣଙ୍କ ଭାଗ୍ୟ ଖୋଲିଯିବ। ତାହେଲେ ଆସନ୍ତୁ ଜାଣିବା କଣ ସେହି ୭ ଗୁଣ। ଯଦି କୌଣସି ସ୍ତ୍ରୀଙ୍କ ପାଦରେ ତ୍ରିକୋଣ ଚିହ୍ନ ଥିବ, ତାହେଲେ ଏମିତି ସ୍ତ୍ରୀ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଯଦି କୌଣସି ସ୍ତ୍ରୀଙ୍କ ପାଦ ସର୍ପାକାର ଥାଏ, ତେବେ ଏମିତି ସ୍ତ୍ରୀ ସବୁବେଳେ ସୁଖ ପ୍ରାପ୍ତ କରନ୍ତି। ଯଦି କୌଣସି ଝିଅର ନାଭିର ଆଖପାଖରେ କଳାଜାଇ ଥାଏ, ତାହେଲେ ଜାଣି ରଖନ୍ତୁ ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହେବ। ଯଦି କୌଣସି ଝିଅଙ୍କ ଆଙ୍ଗୁଠି ଅଧିକ ଲମ୍ବା ହୋଇଥାଏ, ସେମାନଙ୍କୁ ଜୀବନରେ ଅନେକ ଥର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ହରିଣ ଭଳି ଆଖି ଥିବା ଝିଅ କିମ୍ବା ସ୍ତ୍ରୀ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ଝିଅଙ୍କୁ ବିବାହ କରିବା ବହୁତ ଭଲ ହୋଇଥାଏ। ଯଦି କୌଣସି ମହିଳାଙ୍କ ମଥାରେ ମଝିରେ ମଝିରେ କଳାଜାଇ ଥାଏ, ତାହେଲେ ତାଙ୍କ ବିବାହ ଅଧ୍ୟାତ୍ମିକ ଧନୀ ଏବଂ ସମ୍ପନ୍ନ ବ୍ୟକ୍ତିଙ୍କ ସହିତ ହୋଇଥାଏ। ଯଦି କୌଣସି ଝିଅଙ୍କ ପାଦ କୋମଳ ଏବଂ ଗୋଲାପୀ ହୋଇଥାଏ। ତାଙ୍କର ପ୍ରେମୀ କିମ୍ବା ସ୍ୱାମୀ ତାଙ୍କୁ ବହୁତ ଖୁସି ରଖନ୍ତି। Post Views: 253 Spread the love
ଯଦି କୌଣସି ସ୍ତ୍ରୀଙ୍କ ପାଦରେ ତ୍ରିକୋଣ ଚିହ୍ନ ଥିବ, ତାହେଲେ ଏମିତି ସ୍ତ୍ରୀ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଯଦି କୌଣସି ସ୍ତ୍ରୀଙ୍କ ପାଦ ସର୍ପାକାର ଥାଏ, ତେବେ ଏମିତି ସ୍ତ୍ରୀ ସବୁବେଳେ ସୁଖ ପ୍ରାପ୍ତ କରନ୍ତି। ଯଦି କୌଣସି ଝିଅର ନାଭିର ଆଖପାଖରେ କଳାଜାଇ ଥାଏ, ତାହେଲେ ଜାଣି ରଖନ୍ତୁ ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହେବ। ଯଦି କୌଣସି ଝିଅଙ୍କ ଆଙ୍ଗୁଠି ଅଧିକ ଲମ୍ବା ହୋଇଥାଏ, ସେମାନଙ୍କୁ ଜୀବନରେ ଅନେକ ଥର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ହରିଣ ଭଳି ଆଖି ଥିବା ଝିଅ କିମ୍ବା ସ୍ତ୍ରୀ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ଝିଅଙ୍କୁ ବିବାହ କରିବା ବହୁତ ଭଲ ହୋଇଥାଏ। ଯଦି କୌଣସି ମହିଳାଙ୍କ ମଥାରେ ମଝିରେ ମଝିରେ କଳାଜାଇ ଥାଏ, ତାହେଲେ ତାଙ୍କ ବିବାହ ଅଧ୍ୟାତ୍ମିକ ଧନୀ ଏବଂ ସମ୍ପନ୍ନ ବ୍ୟକ୍ତିଙ୍କ ସହିତ ହୋଇଥାଏ। ଯଦି କୌଣସି ଝିଅଙ୍କ ପାଦ କୋମଳ ଏବଂ ଗୋଲାପୀ ହୋଇଥାଏ। ତାଙ୍କର ପ୍ରେମୀ କିମ୍ବା ସ୍ୱାମୀ ତାଙ୍କୁ ବହୁତ ଖୁସି ରଖନ୍ତି।