ଟ୍ରେନିଂ ପାଇଁ ବେଙ୍ଗାଲୁରୁ ଯିବେ ବିଜ୍ଞାନ ଶିକ୍ଷକ : ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ବର ୪।୯: ବିଧାନସଭା ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି । ବିଧାନସଭାର ପ୍ରଶ୍ନକାଳରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି, ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ସାଇନ୍ସ ସେଣ୍ଟର । ରାଜ୍ୟର ବିଜ୍ଞାନ ଶିକ୍ଷକମାନଙ୍କୁ ଟ୍ରେନିଂ ଦେବା ପାଇଁ ବେଙ୍ଗାଲୁରୁ ପଠାଯିବ । ପ୍ରଥମ ପର୍ଯ୍ୟାୟରେ ୨୪ ତାରିଖରେ ଫାଷ୍ଟ ଫେଜରେ କିଛି ଶିକ୍ଷକମାନଙ୍କୁ ବେଙ୍ଗାଲୁରୁ ପଠାଯିବା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Spread the love