‘ତୁ ମୋ କଳା ଚାନ୍ଦ’ରେ ଭିଡିଓ ରିଲିଜ୍

ଶ୍ରୀଜୀଉଙ୍କ ପବିତ୍ର ଘୋଷ ଯାତ୍ରା ଅବସରରେ ଆଜି ‘ମାଣିକ  ମ୍ୟୁଜିକ ମୁମ୍ବାଇ’ ତରଫରୁ ପ୍ରସ୍ତୁତ ହୋଇଛି ‘ତୁ ମୋ କଳା ଚାନ୍ଦ’ରେ ଭିଡିଓ ଆଲବମ। ଏଥିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସଙ୍ଗୀତ – ପବିତ୍ର ପଟ୍ଟନାୟକ , ଗୀତ ଧରଣୀଧର ତ୍ରୀପାଠୀ ଏବଂ ପ୍ରଯୋଜିକା ମୀରା ତ୍ରିପାଠୀ । ଏହି ଗୀତଟି ସ୍ୱର୍ଗତ ଶ୍ରୀଚରଣ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । 

Spread the love