ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୪୪ରେ

ଭୁବନେଶ୍ୱର, ୯/୦୪: ରାଜ୍ୟରେ ଆଜି ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ୫୨ ବର୍ଷିୟା ମହିଳା ଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗ ମେଦୀନାପୁର ଅଂଚଳର ୬୯ ବର୍ଷୀୟ ପୁରୁଷ ଅଛନ୍ତି ।

ମେଦୀନାପୁରରୁ ଭୁବନେଶ୍ୱର ଆସିଥିବା ଆକ୍ରାନ୍ତ ଜଣକ ଏକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love