ବିରୋଧୀ ଦଳ ଉପନେତାଙ୍କ ମାରାଥନ ଉଦ୍‌ଘାଟନ

ବିରୋଧୀ ଦଳ ଉପନେତାଙ୍କ ମାରାଥନ ଉଦ୍‌ଘାଟନ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣଳୀରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ମାରାଥନ ଉଦ୍‌ଘାଟନ କରିଛନ୍ତି ।

ତେବେ ବିଧାୟକ ବିଷ୍ଣୁ ସେଠୀ ଉଦ୍‌ଘାଟନ ପୂର୍ବରୁ ଏକ ଶୋଭାଯାତ୍ରାରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଓ ଗାଁ ପରିକ୍ରମ କରିଥିଲେ । ପ୍ରଥମେ କୁରୁଆ ଠାରେ କମ୍ୟୁନିଟି ସେଣ୍ଟର, ଅଯମଦପୁର, କସଟି, ବରଗଡ଼ା, ଇଚ୍ଛାପୁର, ଗୋବିନ୍ଦପୁର ଠାରେ ପଞ୍ଚାୟତ ଗୃହ ଉଦ୍‌ଘାଟନ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ।

Spread the love