ପାନପୋଷ ସାଂଗଠନିକ ଜିଲ୍ଲାର ପୂର୍ବତନ ସଭାପତି ଶ୍ରୀ ଖଗେନ୍ଦ୍ର ପ୍ରଧାନଙ୍କ ମାଆ ଉଷାଙ୍କ ୧୦୩ ବର୍ଷ ବୟସରେ ପରଲୋକ

ଘାସୁଆ: ବରିଷ୍ଠ ନେତୃତ୍ବ ତଥା ପାନପୋଷ ସାଂଗଠନିକ ଜିଲ୍ଲାର ବିଜେପିର ପୂର୍ବତନ ସଭାପତି ଶ୍ରୀ ଖଗେନ୍ଦ୍ର ପ୍ରଧାନଙ୍କ ମାଆ ଉଷା ପ୍ରଧାନଙ୍କ ୧୦୩ ବର୍ଷ ବୟସରେ ପରଲୋକ ହୋଇଛି। ଉଷାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଂଚାୟତ ଘାସୁଆ ଗାରେ। ସେ ଦୀଘଦିନରୁ ରୋଗାଗ୍ରସ୍ତ ଥିଲେ। ଆଜି ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳେ ୩ପୁଅ, ବହୂ, ନାତି ନାତୁଣୀ ଉପସ୍ଥିତ ଥିଲେ। ଉଷାଙ୍କ ମୃତ୍ୟୁରେ

 

ସତ୍ୟଦ୍ରଷ୍ଟ। ପରିବାର ତରଫରୁ ଅଶୃଳ ଶ୍ରଦ୍ଧାଞଳୀ। ବିଶ୍ବନିୟନ୍ତା ଭଗବାନ ଅମର ଆତ୍ମାର ସଦଗତି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ମାନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ।

Spread the love