ପରିବା ଦର ଆକାଶ ଛୁଆଁ, BMC ନିୟମଙ୍କୁ ଅଣଦେଖା

ଭୁବନେଶ୍ୱର : ବମିଖାଲ ଏରିଆ ହସ୍ପଟପ କଣ୍ଟେନ ଜୋନ ହୋଇଥିବା ବେଳେ ଏ ସମୟରେ  କୋରାନ ଭାଇରସରେ ଝାରପଡା ଏରିଆରେ ଜଣଙ୍କର ମୃତ୍ୟୁ ହୋଇଥିଲା।  ଜଗନ୍ନାଥ ନଗର ଯିବାର ଛକ ଉପରେ ଥିବା ଦୋକାନ ଭାଇ ମନ ଇଛା ପନିପରିବା ଅଧିକା ମୂଲ୍ୟକୁ ବିକ୍ରି କରି ଗ୍ରାହକଠାରୁ ପଇସା ନେବା କେତେ ଅନୁଚିତ। ଏହା କୁ BMCର ଦୁଷ୍ଟି ଦେବାକୁ ସ୍ଥାନୀୟଙ୍କ ଅନୁରୋଧ। ବମିଖାଲ ଏରିଆ covid19 ହସ୍ପଟପ କଣ୍ଟେନ ଜୋନ ହୋଇଥିବା,ସରକାର ନିୟମ ଅନୁସାରେ BMC ସିଲି କରିଦେଇଛି । ଦୋକାନ ଭାଇଙ୍କ ଇଛାନୁସାରେ ପନିପରିବା ଦେଇଥାନ୍ତି ।  ଦୋକାନ ଭାଇ ଅତି ଚତୁର ସହିତ  BMC ମୂଲ୍ୟ ଲିଷ୍ଟ ଲଗାଇ ନାହାନ୍ତି ।

ଏହା ଅନୁସାରେ ଅଧିକ ମୂଲ୍ୟରେ ଗ୍ରାହକକୁ ଦେଇ ଅଧିକ ଶୋଷଣ କରିଥାନ୍ତି।  BMC ସାରା ବମିଖାଲ ଏରିଆ ସିଲି ହୋଇଥିବା ବେଳେ ଏ ପନିପରିବା ଦୋକାନ ଖୋଲିବାକୁ ଅନୁମତି ଦେବାର ପ୍ରଶ୍ନ ଉଠୁଛି। ଝାରପଡା ଏରିଆର ଜଗନ୍ନାଥ ଲେନ ଛକ ଉପରେ ଏ ପନିପରିବା ଦୋକାନ ଥିବାରୁ ଲୋକାୟତ ଅବସ୍ଥାରେ ପନିପରିବା ମୂଲ୍ୟକୁ ଅଧିକ କରି ଗ୍ରାହକମାନଙ୍କୁ ଶୋଷଣ କରିବାକୁ ଉଚିତ ସମୟ କି ।

Spread the love