ଏ ହେଉଛି ପ୍ରବାସୀ ଘରକୁ ଫେରୁଥିବା ଦୃଶ୍ୟ । ପରଦେଶର କାମ ଓ ରୁଟି ମିଳିବା ବନ୍ଦ ହେଇଇଯିବା ପରେ ପ୍ରବାସୀ ମନେ ନିଜ ମାଟି ମାଆ ନିଜ ଗାଁ କୁ ଫେରୁଛନ୍ତି।
ହେଲେ ଏ ମାଆ ଆଗରେ ଦୁନିଆର କୌଣସି ଜିନିଷ ତୁଳନୀୟ ନୁହେଁ। ସତରେ ମା ର ସ୍ନେହ, ପ୍ରେମ ଆଉ ତ୍ୟାଗର ଆଗରେ କିଛି ତୁଳନୀୟ ନୁହଁ । ଦେଖନ୍ତୁ ବିଡ଼ିଓ।
Post Views: 1,027