ବାଇକ ଚୋରି କଲେ ଦୃବୃତ୍ତ, ସିସିଟିଭି ରେ ଭିଡିଓ କଏଦ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଫାଣ୍ଡି ଅଧିନସ୍ଥ ରେଙ୍ଗାଲି ଗାଁରେ କିଛି ଦିନ ହେବ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଯାତ୍ରା ଦେଖିବା ପାଇଁ ଧରପଗଡ଼ ଗାଁର ସନ୍ଦୀପ ସିଂ ବାବୁ ଆସିଥିଲେ ଏବଂ ବିଜୟ କିରାନା ଷ୍ଟୋର ନିକଟରେ ଗାଡି ରଖିଥିଲା ହେଲା ନିଛା ଟିଆ ଦେଖି ଦୃବୁତ ମାନେ ପେସନ ପ୍ଲସ ଗାଡି (ଓଆର03ଜି0911)କୁ ଚୋରି କରି ଫେରାର ମାରିବାରେ ଚୋର ମାନେ ସଫଳ ହୋଇଛନ୍ତି l ଯାହାର ଭିଡିଓ ସିସିଟିଭ ରେ ମଧ୍ୟ କଏଦ ହୋଇଛି l ଏନେଇ ବଡ଼ମାଳ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଛି l

Spread the love