ଆବଶ୍ୟକ ଉପକରଣ:
ଦେଢ଼ କପ୍ ତରଭୁଜ
ଅଢେଇ କପ୍ କ୍ଷୀର
୨ ଚାମଚ ଚିନି
ପ୍ରସ୍ତୁତି ପ୍ରଣାଳୀ:
ତରଭୁଜ ଓ କ୍ଷୀରକୁ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏଥିରେ ଚିନି ପକାଇ ପୁଣି ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏକ ଗ୍ଲାସରେ ସର୍ଭ କରନ୍ତୁ ତରଭୁଜ ମିଲକ ସେକ। ଏହା ପେଟକୁ ଥଣ୍ଡା ରଖିବା ସହ ପାଟିକୁ ମଧ୍ୟ ସୁଆଦିଆ ଲାଗିବ।
Post Views: 392