କାହିଁକି ସମାନ ଗୋତ୍ରରେ ବିବାହ ହୁଏ ନାହିଁ ? କ’ଣ ରହିଛି ଏହା ପଛର କାରଣ ?

କାହିଁକି ସମାନ ଗୋତ୍ରରେ ବିବାହ ହୁଏ ନାହିଁ ? ହିନ୍ଦୁ ଧର୍ମରେ ସମାନ ଗୋତ୍ର ମଧ୍ୟରେ ବିବାହ ନିଷେଧ ବୋଲି ଆପଣ ଜାଣନ୍ତି କି ? ତେବେ ଚାଲନ୍ତୁ ଏହା ପଛରେ କ’ଣ ରହିଛି କାରଣ ? ହିନ୍ଦୁ ଧର୍ମ ଅନୁସାରେ ଯଦି କେହି ବିବାହ କରୁଛନ୍ତି, ତେ‌ବେ ଗୋତ୍ର ନଜାଣି ବିବାହ କରିବା ଠିକ୍ ନୁହେଁ । କାରଣ ଗୋଟିଏ ଗୋତ୍ରର ପୁଅ ଏବଂ ଝିଅଙ୍କର ହୋଇଯାଇଥାନ୍ତି ତେବେ ବିବାହ ହୋଇନଥାଏ । ହିନ୍ଦୁ ଧର୍ମରେ ଯଦି ପୁଅ ଏବଂ ଝିଅ ହୋଇଥାନ୍ତି ଗୋଟିଏ ଗୋତ୍ରର ହୋଇଥାନ୍ତି ତାଙ୍କର ବିବାହ କରାଯାଏ ନାହଁ । କାରଣ ଗୋଟିଏ ଗୋତ୍ରର ଲୋକ ଭାଇ-ଭଉଣୀ ବୋଲି ମନେକରାଯାଏ, ତେଣୁ ସେମାନେ ସ୍ବାମୀ-ସ୍ତ୍ରୀ ହୋଇପାରିବେ ନାହିଁ

ହିନ୍ଦୁ ଧର୍ମରେ ଯେତେବେଳେ ପୁଅ-ଝିଅଙ୍କର ବିବାହ କରାଯାଏ ତେବେ ଜଣେ ନୁହେଁ ବଂର ୩ଟି ଗୋତ୍ରକୁ ଛାଡ଼ିକି ବିବାହ କରାଯାଏ । କାରଣ ମା-ବାପା ଓ ଆଈର ଗୋତ୍ରକୁ ଛାଡ଼ିବା ପରେ ଯେଉଁ ଗୋତ୍ର ମିଳେ ସେଥିରେ ବିବାହ କରାଯାଇଥାଏ । ଏହି ୩ଟି ଗୋତ୍ରରେ ବିବାହ କରିବା ଠିକ୍ ନୁହେଁ । ସେଥିପାଇଁ ଆମ ସମାଜରେ ଗୋଟିଏ ଗୋତ୍ରରେ ବିବାହ କରିବାକୁ ଦିଆଯାଇନଥାଏ ।

Spread the love