ସ୍ତ୍ରୀ ପୂର୍ବରୁ ସ୍ବାମୀର ମୃତ୍ୟୁ କାହିଁକି ହୋଇଥାଏ ? ବିବାହିତା ମହିଳା ମାନେ ନିଶ୍ଚୟ ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ତେବେ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜିବନ ସେତେ ଦିନ ଯାଏଁ ଅଧୁରା ରହିଥାଏ ଯେଉଁ ଯାଏଁ ସେ ବିବାହ ବନ୍ଧନରେ ଆବଦ୍ଧ ନ ହୋଇଛି । ତେବେ ସ୍ଵାମୀ ଓ ସ୍ତ୍ରୀ ପରସ୍ପରର ପୂରକ ହୋଇଥାନ୍ତି । ସ୍ତ୍ରୀ ନିଜ ସ୍ଵାମୀ କୁ ବଞ୍ଚାଇବା ପାଇଁ ଏମିତି କିଛି ପ୍ରୟାସ କରିଥାଏ ଯାହା ପାଇଁ ତାର ସ୍ଵାମୀ ମୃତ୍ୟୁରୁ ବଞ୍ଚି ପାରିବ । ଯେମିତିକି ପୂଜା ପାଠ କରିବା, ବ୍ରତ ରଖିବା, ଧାର୍ମିକ ଯାତ୍ରା କରିବା ଇତ୍ୟାଦି ସାମିଲ ରହିଛି । ନମସ୍କାର ବନ୍ଧୁଗଣ ତେବେ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜିବନ ସେତେ ଦିନ ଯାଏଁ ଅଧୁରା ରହିଥାଏ ଯେଉଁ ଯାଏଁ ସେ ବିବାହ ବନ୍ଧନରେ ଆବଦ୍ଧ ନ ହୋଇଛି । ତେବେ ସ୍ଵାମୀ ଓ ସ୍ତ୍ରୀ ପରସ୍ପରର ପୂରକ ହୋଇଥାନ୍ତି । ସ୍ତ୍ରୀ ନିଜ ସ୍ଵାମୀ କୁ ବଞ୍ଚାଇବା ପାଇଁ ଏମିତି କିଛି ପ୍ରୟାସ କରିଥାଏ ଯାହା ପାଇଁ ତାର ସ୍ଵାମୀ ମୃତ୍ୟୁରୁ ବଞ୍ଚି ପାରିବ । ଯେମିତିକି ପୂଜା ପାଠ କରିବା, ବ୍ରତ ରଖିବା, ଧାର୍ମିକ ଯାତ୍ରା କରିବା ଇତ୍ୟାଦି ସାମିଲ ରହିଛି ।

୧- ପ୍ରଥମ ରେ ହେଉଛି ଯଦି ସ୍ତ୍ରୀ ବଟ ସାବିତ୍ରୀ ବା କରବା ଚୌଥ ବ୍ରତ କରିଥାଏ । କିନ୍ତୁ ଲୁଚି କରି ପାଣି ବା ଭୋଜନ ଗ୍ରହଣ କରିଥାଏ ତେବଗେ ଆଗାମୀ ଭବିଷ୍ୟତରେ ତାର ସ୍ଵାମୀର ସମୟ ପୂର୍ବରୁ ମୃତ୍ୟୁ ହୋଇଥାଏ । ଏହା ଛଡା ବ୍ରତ କରିବା ସମୟରେ ଭୋଜନର ଲାଳସା ରଖିବା ଅନୁଚିତ । ଶାସ୍ତ୍ର ଅନୁସାରେ ଯଦି ନାରୀ ଅନ୍ୟ କାହାକୁ ନ ଜଣାଇ ବ୍ରତ ଭାଙ୍ଗିଥାଏ ତେବେ ସ୍ଵାମୀର ଯୁବାବସ୍ଥାରେ ମୃତ୍ୟୁ ହୋଇଥାଏ ।

୨- ଦ୍ୱିତୀୟ ରେ ହେଉଛି ନାରୀ ଅଳ୍ପ କଥାରେ ସ୍ଵାମୀ ସହ ଝଗଡା କରିବା ବା ମିଛ ରାଣ ଖାଇବା ବା ଖରାପ ଭାଷାରେ ସ୍ଵାମୀକୁ ଗାଳି କରିବା ଘୋର ପାପ ବୋଲି ଶାସ୍ତ୍ରରେ କୁହା ଯାଇଛି । ମାନ୍ୟତା ରହିଛି ଏପରି ନାରୀ କରିବା ଦ୍ଵାରା ସମ୍ପର୍କ ଭାଙ୍ଗିବା ସହ ସ୍ଵାମୀର ଯୁବାବସ୍ଥାରେ ମୃତ୍ୟୁ ହେବା ନିଶ୍ଚିନ୍ତ ହୋଇଥାଏ । ଯଦି ନାରୀ ବ୍ରତ ରଖି ନିଜ ସ୍ଵାମୀକୁ ଗାଳି ଗୁଲଜ କରିବା ସହ ମିଛ ରାଣ ଖାଇଥାଏ ତେବେ ସ୍ଵାମୀର ମୃତ୍ୟୁ ଜଲ୍ଦି ହୋଇଥାଏ ।

୩- ତୃତୀୟ ରେ ହେଉଛି ଗରୁଡ ପୁରାଣ ଅନୁସାରେ ଯେବେ ନାରୀ ମାଂସ ଭକ୍ଷଣ କରିଥାଏ ତେବେ ତା ସ୍ଵାମୀ ଉପରେ କଷ୍ଟ ପଡିଥାଏ । ଏହା ସହ ସ୍ଵାମୀର ଯୁବାବସ୍ଥାରେ ମୃତ୍ୟୁ ହୋଇଥାଏ । ଏହା ଛଡା ନାରୀ କେଶ ଧୋଇଲେ ତାର ସ୍ଵାମୀର ଆୟୁ କମିବା ସହ ପିଲାଙ୍କର ମଧ୍ୟ ଆୟୁ କମିଥାଏ ।

ନିଜ ସ୍ଵାମୀ ଥାଉ ଥାଉ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ଦ୍ଵାରା ସ୍ଵାମୀର ମୃତ୍ୟୁ ହୋଇଥାଏ । ଏହା ବ୍ଯତୀତ ଅଜଦି ନାରୀ ସିନ୍ଦୁର, ମଙ୍ଗଳସୂତ୍ର, ପାଉଁଜି ବା ଚୁଡି ନ ପିନ୍ଧି ସେମିତି ରହିଥାଏ ତେବେ ବୃଦ୍ଧା ଅବସ୍ଥା ଆସିବା ପୂର୍ବରୁ ସ୍ଵାମୀର ମୃତ୍ୟୁ ହୋଇଥାଏ ।

Spread the love