ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ, ଆଗକୁ ଆହୁରୀ କମିପାରେ ତାପମାତ୍ରା

ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ର ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କୋରାପୁଟରେ ୧୩.୮ ଏବଂ ଦାରିଙ୍ଗିବାଡିରେ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେପଟେ ଝାରସୁଗୁଡା ରାତ୍ରି ତାପମାତ୍ରା ହେଉଛି ୧୭.୩ ଡିଗ୍ରୀ । ଆଗକୁ ଆହୁରୀ କମିପାରେ ତାପମାତ୍ରା । ଫଳରେ ଧୀରେ ଧୀରେ ଶୀତ ବଢିବ ।

Spread the love