ନିରୀହ ଚାଷୀଙ୍କ କାନ୍ଧରେ ବନ୍ଧୁକ ଲଗାଇ ଅରାଜକତା ବ୍ୟାପିବାକୁ ଦେଉଛନ୍ତି ବିରୋଧୀ ଦଳ

 ନୂଆଦିଲ୍ଲୀ, ୭/୧୨: ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଏବଂ ୟୁପିରେ ଏସପିଙ୍କ ପଦଯାତ୍ରା ମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ତଥା ଦେଶରେ ବିଶୃଙ୍ଖଳା ବ୍ୟାପିଥିବା ଅଭିଯୋଗ କରିଛନ୍ତି। ଯୋଗୀ କହିଛନ୍ତି ଯେ ବିରୋଧୀ ଦଳ ପରିବେଶକୁ ନଷ୍ଟ କରୁଛନ୍ତି। ନିରୀହ ଚାଷୀଙ୍କ କାନ୍ଧରେ ବନ୍ଧୁକ ଲଗାଇ ଅରାଜକତା ବ୍ୟାପୁଛି। ସେ କହିଛନ୍ତି ଯେ କୃଷକମାନଙ୍କ ପାଇଁ କେନ୍ଦ୍ର ଅନେକ ବୈପ୍ଳବିକ ପଦକ୍ଷେପ ନେଇଛି।

ଲକ୍ଷ୍ନୌରେ ଆୟୋଜିତ

Spread the love