ୟୁଥ ଫର ଆକ୍ସନ ଟିମ୍ ଓ ନେତ୍ରମ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ରସୁଲଗଡ଼ ଜିଜିପି କଲୋନୀ ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ଠାରେ ରସୁଲଗଡ଼ ୟୁଥ ଫର ଆକ୍ସନ ଟିମ୍ ଓ ନେତ୍ରମ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା |

ଚକ୍ଷୁ ଚିକିତ୍ସା ଶିବିର ନଳିନୀକାନ୍ତ ମହାନ୍ତି (ଗୁଡୁଭାଇ), ବିଶ୍ଵଜିତ ଜଗଦେବ, ପ୍ରେମାନନ୍ଦ ମହାନ୍ତି,ଲିଟନ ସ୍ଵାଇଁ,ବିଜୟ କୁମାର ନାୟକ,ଦିପକ ଶତପଥୀ,ସୁନିଲ ମୁଦୁଲି, ପ୍ରିୟରଞ୍ଜନ, ରୋହିତ କୁମାର ଜେନା,ସନ୍ତୁ କ ନେତ୍ରୁତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୫୦ଜଣ ଲୋକ ଉପକୃତ ହେଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଥାନା ଅଧିକାରୀ, ସମାଜସେବୀ ଶ୍ରୀମତି ମାନସୀ ଶତପଥୀ ଏବଂ ଯଗ୍ୟାଶିଷ ମହାପାତ୍ର ଯୋଗ ଦେଇଥିଲେ।

Spread the love