News ରାଜ୍ୟ ଆଜି ଠାରୁ ୧୧ ଦିନ ଧରି ବରଗଡ଼ ସହର ହେବ ମଥୁରା ନଗରୀ December 24, 2025December 24, 2025 Satya state ବରଗଡ଼ : ଉଦଘାଟିତ ହେଲା ୭୮ ତମ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ । ୧୧ ଦିନ ଧରି ଚାଲିବ ବିଶ୍ଵର ସର୍ବବୃହତ ଖୋଳା ରଙ୍ଗମଞ୍ଚରେ ଧନୁଯାତ୍ରା । ଆଜି ଠାରୁ ୧୧ ଦିନ ଧରି ବରଗଡ଼ ସହର ହେବ ମଥୁରା ନଗରୀ । ଚାଲିବ ମହାରାଜ କଂସ ଙ୍କ ରାଜୁତି । Post Views: 246 Spread the love