ଆଜି ପବିତ୍ର ମାଘ ସପ୍ତମୀ

 

ଗୋପ: ଆଜି ପବିତ୍ର ମାଘ ସପ୍ତମୀ ।  ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।  ନିର୍ଦ୍ଧାରିତ ସମୟ ପୂର୍ବରୁ ବୁଡ଼ ପକାଇଛନ୍ତି ।  ଆଜିର ଦିନରେ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।  ଚଳିତବର୍ଷ ବାରୁଣୀ ବୁଡ ପଡିଥିବାରୁ ପ୍ରାୟ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି ।  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସାମିଲ ହୋଇ ବୁଡ଼ ପକାଇଥିଲେ ।

Spread the love