ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ଆରମ୍ଭ କରି ସହର ସବୁଠି ଉତ୍ସବର ମାହୋଲ । ପରସ୍ପରକୁ ରଙ୍ଗ ବୋଳି ହୋଲି ପାଳନ କରୁଛନ୍ତି । ରଙ୍ଗର ରଙ୍ଗୀନ୍ ସମସ୍ତେ । ବିଶେଷକରି ହର୍ବାଲ ହୋଲି ଖେଳିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହାସହ କିଛି କିଛି ସ୍ଥାନରେ ବୋଜିଭାତର ମଧ୍ୟ ଆୟୋଜନ କରାଯାଇଛି ।
Post Views: 150