ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ, ଦିଲ୍ଲୀ ଏୟାପୋର୍ଟକୁ ଆସିଛି ଇମେଲ

ନୂଆଦିଲ୍ଲୀ: ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ ।  କୁଏତରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଧମକ ମିଳିଛି ।  ବିମାନରେ ସୁଇସାଇଡ ବୋମାର ନେଇ ଦିଲ୍ଲୀ ଏୟାପୋର୍ଟକୁ ଇମେଲ ଆସିଥିଲା ।  ପରେ ମୁମ୍ବାଇରେ ବିମାନର ଜରୁରୀ ଅବତରଣ କରାଯାଇଛି ।

ଏ ନେଇ ଇଣ୍ଡିଗୋ ବିମାନ ବନ୍ଦର କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇନି । ବିଳିମ୍ବିତ ରାତି ୧ଟା ୫୬ ମିନିଟରେ କିଏତରୁ ବିମାନ ଛାଡିଥିଲା । ପରେ ସକାଳ ୮ଟା ୧୦ ମିନିଟରେ ମୁମ୍ବାଇରେ ଜରୁରୀ ଅବତରଣ କରିଛି ।

Spread the love