ଟ୍ରେଲରକୁ ଧକ୍କା ଦେଲା ବାଇକ, ଚାଲିଗଲା ଦୁଇଜଣଙ୍କ ଜୀବନ

ବଣାଇ : ଟ୍ରେଲରକୁ ଧକ୍କା ଦେଲା ବାଇକ ।  ଚାଲିଗଲା ଦୁଇଜଣଙ୍କ ଜୀବନ ।  ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ୧୪୩ ନମ୍ବର ଜାତୀୟ ରାଜପର ଲୁଥୁର୍ବା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ହେଲେ ଟିକ୍ରାପୋଷ ଗାଁର ଯଶକେତନ କିଶାନ ଓ ଲଖି କିଶାନ। ଦୁଇଜଣ ବାଇକରେ ହାଟକୁ ଗଲା ବେଳେ ଏକ ଟ୍ରେଲରକୁ ଧକ୍କା ଦେଇଥିଲେ ।  ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଲହୁଣୀପଡା ଥାନା ପୋଲିସ ।

Spread the love