ଦିଦିଙ୍କୁ ବର୍ଷିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଭାବାବେଗ ସହ ଖେଳିବା ଉଚିତ ନୁହେଁ କହିଲେ ଜଗତଗୁରୁ

ପୁରୀ : ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ।  ପୂର୍ବରୁ ମଧ୍ୟ ଏଭଳି ଚକ୍ରାନ୍ତ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ଏହାସହ ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ହେଉଛି ଅର୍ଥ ପ୍ରଲୋଭନ ।

ପୁରୀ ପର୍ଯ୍ୟଟନକୁ ପ୍ରଭାବିତ କରିବା ପାଇଁ ଦୀଘାରେ ମନ୍ଦିର ପ୍ରତିଷ୍ଠା ହୋଇଥିବା କହିଛନ୍ତି ଜଗତଗୁରୁ ।  ମହାପ୍ରଭୁଙ୍କୁ ସର୍ବପ୍ରଥମେ ବ୍ରହ୍ମା ପ୍ରତିଷ୍ଠା କରିଥିଲେ ।  ଭାବାବେଗ ସହ ଖେଳ ଖେଳିବା ଉଚିତ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *