ପୂଜା ବଜାରରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ଫୁଡ୍ ସେଫଟି ଟିମ୍ ପକ୍ଷରୁ ରେଡ୍

ଭୁବନେଶ୍ୱର : ପୂଜା ବଜାରରେ ବିକ୍ରି ହେଉଛି କି ଅସ୍ୱାସ୍ଥ୍ୟକର ଖାଦ୍ୟ । ଯାଞ୍ଚ ପାଇଁ ବିଭିନ୍ନ ପୂଜା ମଣ୍ଡପ କଡ଼ରେ ଅଚାନକ ରେଡ୍ । ଭୁବନେଶ୍ୱର ନୟାପଲ୍ଲୀ ମଣ୍ଡପ କଡ଼ରେ ଥିବା ହୋଟେଲ ଓ ଫାଷ୍ଟଫୁଡ ଦୋକାନରେ ଚଢାଉ । ବିଭିନ୍ନ ଖାଦ୍ୟ ଷ୍ଟଲରେ ଅଚାନକ ଫୁଡ୍ ସେଫଟି ଟିମ୍ ର ରେଡ୍ । ବିକ୍ରି ହେଉଥିବା ଖାଦ୍ୟ ବାସି ଓ କେମିକାଲ ରଙ୍ଗ ମିଶୁଥିଲେ ସେ ସବୁକୁ ଜବତ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ । ନିମ୍ନମାନର ଖାଦ୍ୟ ସବୁକୁ ଏକାଠି କରି ନଷ୍ଟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *