ବଢିଲା ନିଶାଙ୍କ ଅଡୁଆ,ଗିରଫ କରିବାକୁ ଭୁବନେଶ୍ୱରରେ ବଲାଙ୍ଗିର ପୋଲିସ

ବଲାଙ୍ଗିର: ବଢିଲା ନିଶାଙ୍କ ଅଡୁଆ  ।   ନିଶା ମହାରଣାଙ୍କୁ ଗିରଫ କରିବାକୁ ଭୁବନେଶ୍ୱରରେ ବଲାଙ୍ଗିର ପୋଲିସ । ବାଲାଙ୍ଗୀର ଚନ୍ଦନ ଭାଟିରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ଅଡୁଆରେ ନିଶା ।  ବଲାଙ୍ଗୀର ସଦର ଥାନାରେ ନିଶାଙ୍କ ବିରୋଧ ରେ ଅଭିଯୋଗ । ପୋଲିସ ନିଜପଟୁ ମାମଲା ରୁଜୁ କରିଛି ।  ଆୟୋଜନ କରିଥିବା କମିଟିର ଦୁଇ ଜଣ ଆୟୋଜକଙ୍କୁ ସଦର ଥାନାରେ ଅଟକ ରଖାଯାଇଛି ।  ଦୁଇ ଆୟୋଜକ ହେଲେ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେର । ଏବେବି ତଦନ୍ତ ଚଳାଇଛି ପୋଲିସ ।

Spread the love