ବ୍ରାଉନସୁଗର କାରବାର ଅଭିଯୋଗରେ ସ୍ୱାମୀ ସ୍ତ୍ରୀ ଗିରଫ

କଟକ : ବ୍ରାଉନସୁଗର କାରବାର ଅଭିଯୋଗରେ ସ୍ୱାମୀ ସ୍ତ୍ରୀ ଗିରଫ। ୨୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ୍। ଦୁଇ ଅଭିଯୁକ୍ତ ଗିରଫ। କଟକ ସଦର ଗୋପାଳପୁର ଅଞ୍ଚଳର ତାରିଣୀ ମନ୍ଦିର ନିକଟରୁ ଜବତ୍ କଲା କଟକ ଜିଲ୍ଲା ଅବକାରୀ ରୁରାଲ ରେଞ୍ଜ। ୨୫୫ ଗ୍ରାମ ନିଶା ଦ୍ରବ୍ୟ ଜବତ୍। ସତୀଚୌରା ଇମାମ୍ ପଡ଼ା ବସ୍ତିର ଶେଖ୍ ସାଜିଦ ଅଲ୍ଲୀ ଓ ସମିମା ବେଗମ୍ ଗିରଫ। ଅଭିଯୁକ୍ତ ଙ୍କ ଠାରୁ ଏକ ସ୍କୁଟି ଏବଂ ଦୁଇଟି ମୋବାଇଲ୍ ଜବତ। ନିଶା ଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୨୬ ଲକ୍ଷ ୩୦ ହଜାର ଟଙ୍କା।

Spread the love

Leave a Reply

Your email address will not be published. Required fields are marked *