News ରାଜନୀତି ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ May 3, 2021May 3, 2021 Satya poltical ଭୁବନେଶ୍ୱର, ୩/୫: ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ରାଜ୍ୟରେ କୋଭିଡ ଲକଡାଉନ କାରଣରୁ ସ୍ଥଗିତ ରହିଥିବା ଜଣାପଡ଼ିଛି। ମେ ୧୬ରେ ଉପ ନିର୍ବାଚନ ହେବାର ଥିଲା। Post Views: 1,489 Spread the love