୭ ବର୍ଷର ଝିଅକୁ ଧରି ଦମ୍ପତିଙ୍କ ଜୀବନ ହାରିବା ଧମକ, ଅଟକାଇଲା ପୋଲିସ

ଭୁବନେଶ୍ୱର : ୭ ବର୍ଷର ଝିଅକୁ ଧରି ଦମ୍ପତିଙ୍କ ଜୀବନ ହାରିବା ଧମକ । ଭୁବନେଶ୍ବର ଲୋୟର ପିଏମଜିରେ ବସି ଜୀବନ ହାରିବାକୁ ଧମକ ଦେଇଛନ୍ତି ବୌଦ୍ଧର ଦମ୍ପତି । କୋଟଶିଙ୍ଗା ଗାଁର ଏହି ଦମ୍ପତିଙ୍କ ୭ବର୍ଷର ଝିଅ ଦୂରାରୋଗ୍ୟରେ ପୀଡିତ ଅଛି । ସରକାରୀ ସହାୟତା ନମିଳିବାରୁ ଜୀବନ ହାରିବାକୁ ଧମକ ଦେଇଛନ୍ତି ।  ବିଧାନସଭା ଆଡକୁ ଗଲାବେଳେ ଅଟକାଇଲା ପୋଲିସ ।

Spread the love