News ରାଜ୍ୟ ୯ ହଜାର ବୋତଲ କଫ ସିରପ ଜବତ February 7, 2026February 8, 2026 Satya state ବିନିକା: ସୁବର୍ଣ୍ଣପୁର ପୋଲିସକୁ ବଡ଼ ସଫଳତା। ୯ ହଜାର ବୋତଲ କଫ ସିରପ ଜବତ କଲା ପୋଲିସ । ରାମପୁର ନିକଟ ସାହାଜ ବାହାଲ ଖେଳ ପଡିଆରୁ ରାମପୁର ଥାନା ପୋଲିସ ୨ଟି ଗାଡ଼ି ଜବତ କରିଥିଲା । ଗୋଟିଏ କାର ଏବଂ ଗୋଟିଏ ବୋଲେରୋ ମଧ୍ୟରୁ ୯ ହଜୈର ବୋତଲ କଫସିରପ ଜବତ କରାଯାଇଚି । Post Views: 24 Spread the love