କମିସନରେଟ୍ ପୋଲିସ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର : କମିସନରେଟ୍ ପୋଲିସ୍ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ୍ । ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ କଲେ ହ୍ୟାକର । ହ୍ୟାକର ପୋଲିସ ଆକାଉଣ୍ଟ ରେ କଲା ମନ ଇଛା ପୋଷ୍ଟ । ଏକ୍ସମ୍ୟାନ ଏୟାରଡ୍ରପ ନାରେ ଆକାଉଣ୍ଟ କଲା ହ୍ୟାକ୍ । ହ୍ୟାକର କିଛି XRP ଓ ଏକ୍ସମ୍ୟାନ ଓ୍ବାଲେଟ ସମ୍ପର୍କରେ କରିଛି ଅନେକ ପୋଷ୍ଟ । ଦଶହରା ସମୟରେ ଲୋକେ ଟ୍ରାଫିକ ଅପଡେଟ ପାଇବା ପାଇଁ ହେଉଛନ୍ତି ହଇରାଣ।ଲୋକେ ଏକ୍ସ ଆକାଉଣ୍ଟ ଯାଚ ବେଳେ ଆସୁଛି ଅନାବନା ପୋଷ୍ଟ । ଲୋକେ ପୋଷ୍ଟ ଦେଖି ମଧ୍ୟ ଆଶ୍ଚର୍ଯ୍ୟ । ଏନେଇ ଅତିରିକ୍ତ ପୋଲିସ କମିସନର କହିଛନ୍ତି ୧୫ଘଣ୍ଟା ପୁର୍ବରୁ ହୋଇଛି ଏପରି ରଙ୍ଗ ଆକ୍ସେସ । ଆମ ଟିମ୍ ତାକୁ ନେଇ ଅବଗତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *