ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି l

୮ ଲୋକସଭା ଆସନ …
ଭୁବନେଶ୍ବର- ଅରୂପ ପଟ୍ଟନାୟକ
ବାଲେଶ୍ବର- ରବୀନ୍ଦ୍ର କୁମାର ଜେନା
ମୟୂରଭଞ୍ଜ- ଦେବାଶିଷ ମାରାଣ୍ଡି
କେନ୍ଦ୍ରାପଡ଼ା- ଅନୁଭବ ମହାନ୍ତି
ଯାଜପୁର- ଶର୍ମିଷ୍ଠା ସେଠୀ
ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ
ସମ୍ବଲପୁର- ନଳିନୀ ପ୍ରଧାନ
ପୁରୀ- ପିନାକୀ ମିଶ୍ର

Spread the love