ବିଶ୍ବ ବିଚ୍ ଭଲିବଲ ଚାମ୍ପିଅନସିପ୍ ଉଦ୍ ଯାପିତ, ପୁରୁଷ ବର୍ଗରେ ଚେକ ରିପବ୍ଲିକକୁ ହରାଇ ବେଲଜିୟମ ଚାମ୍ପିଅନ
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିଶ୍ବ ବିଚ୍ ଭଲିବଲ ଚାମ୍ପିଅନସିପ୍ ଉଦଯାପିତ ହୋଇଛି। ପୁରୁଷ ବର୍ଗରେ ବେଲଜିୟ ଓ ମହିଳା ବର୍ଗରେ ଆମେରିକା ଚାମ୍ପିଅନ ହୋଇଛି
Read more