ନବୀନ ନିବାସରେ ଇଣ୍ଡୋନେସିଆ କୂଟନୀତିଜ୍ଞ, ବିଜେଡି ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ

ଭୁବନେଶ୍ୱର :  ଇଣ୍ଡୋନେସିଆରେ ସମ୍ମାନଜନକ ‘ଭୂମିପୁତ୍ର’ ଉପାଧିରେ ସମ୍ମାନିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତ୍ର ନବୀନ ପଟ୍ଟନାୟକ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସମୟରେ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଅବଦାନ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ବିଜୁ ପଟ୍ଟନାୟକଙ୍କ ସହ ଇଣ୍ଡୋନେସିଆର ଐତିହାସିକ ସମ୍ପର୍କ ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କ ସହ କୂଟନୀତିଜ୍ଞମାନଙ୍କ ଏହି ସୌଜନ୍ୟମୂଳକ ସାକ୍ଷାତ ବିଶେଷ ଗୁରୁତ୍ୱ ବହନ କରୁଛି ।   ତେବେ ସାକ୍ଷାତ ସମୟରେ କେଉଁସବୁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେ ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

Spread the love

Leave a Reply

Your email address will not be published. Required fields are marked *