ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପାଟକୁରାରୁ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି । ସେହିଭଳି ଆଳିରୁ ପ୍ରତାପ ଦେବ, ମାହାଙ୍ଗାରୁ ପ୍ରତାପ ଜେନା, ନୟାଗଡରୁ ଅରୁଣ ସାହୁ ଓ ତାଳଚେରରୁ ବ୍ରଜ କିଶୋର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି ଦଳ ।

ରେମୁଣା : ସୁଧାଂଶୁ ଶେଖର ପରିଡ଼ା

ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ

ଚାନ୍ଦବାଲି : ବ୍ୟୋମକେଶ ରାୟ

ଧର୍ମଶାଳା : ପ୍ରଣବ ବଳବନ୍ତରାୟ
ଆଳି : ପ୍ରତାପ ଦେବ
ମାହାଙ୍ଗା : ପ୍ରତାପ ଜେନା
ସାଲେପୁର : ପ୍ରଶାନ୍ତ ବେହେରା

ବାସୁଦେବପୁର : ବିଷ୍ଣୁଦତ ରାଉତରାୟ
ଘସିପୁରା : ବଦ୍ରି ନାରାୟଣ ପାତ୍ର
ପାଟଣା : ଜଗନ୍ନାଥ ନାଏକ
କେନ୍ଦୁଝର : ମାଧବ ସର୍ଦ୍ଧାର
ଭୋଗରାଇ : ଅନନ୍ତ ଦାସ
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ

ନୟାଗଡ଼ : ଅରୁଣ ସାହୁ
ରଣପୁର : ସତ୍ୟ ନାରାୟଣ ପ୍ରଧାନ
ଏକାମ୍ର : ଅଶୋକ ଚନ୍ଦ୍ର ପଣ୍ଡା
ବଡ଼ମ୍ବା : ଦେବୀପ୍ରସାଦ ମିଶ୍ର
ବାଙ୍କୀ : ଦେବୀରଂଜନ ତ୍ରିପାଠୀ
ହିନେ୍ଦାଳ : ସୀମାରାଣୀ ନାୟକ
କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ
ତାଳଚେର : ବ୍ରଜ କିଶୋର ପ୍ରଧାନ
ଅନୁଗୁଳ : ରଜନୀକାନ୍ତ ସିଂହ
କୁଚିଣ୍ଡା : କିଶୋର ଚନ୍ଦ୍ର ନାୟକ

ଚୌଦାର କଟକ ରୁ ସୌଭିକ ବିଶ୍ୱାଳ,

ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇ,

ଭଣ୍ଡାରୀପୋଖରୀରୁ ପ୍ରଫୁଲ ସାମଲ

ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ,

ସିମୁଳିଆରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,

ବ୍ରହ୍ମଗିରିରୁ ସଞ୍ଜୟ ଦାସବର୍ମା,

ଢେଙ୍କାନାଳରୁ ସୁଧୀର ସାମଲ,

ଘଷିପୁରାରୁ ବ୍ରଦି ନାରାୟଣ ପାତ୍ରଙ୍କୁ ଦଳ ମୈଦାନକୁ ଓହ୍ଲାଇଛି ।

Spread the love