ମା’ ମେଘାମ୍ବରୀ ମନ୍ଦିର ବେଢା ଭିତରେ ପଶିଲା ପାଣି

ବାଲୁଗାଁ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତାରେ ପାଣି । ରାଜରାସ୍ତାରେ ୨ ଫୁଟର ପାଣି ଚାଲୁଛି । ନନ୍ଦପୁର ଛକ ଠାରୁ ପାରିନୂଆଗାଁ ଛକ ପର୍ଯ୍ୟନ୍ତ ପ୍ରାୟ ଅଧ କିଲୋମିଟର ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । ମା’ ମେଘାମ୍ବରୀ ମନ୍ଦିର ବେଢାରେ ଭିତରେ ପଶିଛି ପାଣି । ସେପଟେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ନନ୍ଦପୁର, ମଙ୍ଗରାଜପୁର, ନହରଡିହ, ପାରିନୁଆଗାଁ, ମେଘାମ୍ବରୀ ପାଟଣାବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Spread the love