କୋଭିଡ୍ ପାଇଁ ବ୍ୟବହୃତ ମୋଲନୁପିରାଭିର୍ ଆଣ୍ଟି ଭାଇରାଲ୍ ଔଷଧର ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିବା ସୂଚନା ଦେଲା: ଆଇସିଏମ୍ଆର୍
ନୂଆଦିଲ୍ଲୀ– ଆଇସିଏମ୍ଆର୍ର ନିର୍ଦେଶକ ବଳରାମ ଭାର୍ଗବ କୋଭିଡ୍ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ମୋଲନୁପିରାଭିର୍ ଆଣ୍ଟି ଭାଇରାଲ୍ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିବାର ସୂଚନା ଦେଇଛନ୍ତି ।
Read more