ରେଭେନ୍ସାର ପ୍ରଫେସରଙ୍କୁ ଦୁର୍ବ୍ୟବହାର କରିଥିବା ବିଧାୟକଙ୍କ ନାମକୁ ସିନେଟରୁ ପ୍ରତ୍ୟାହାର ଦାବିରେ ଦ୍ୱିତୀୟ ଦିନରେ ଦସ୍ତଖତ ସଂଗ୍ରହ ଅଭିଯାନ
କଟକ, ୧୪.୮.୨୬- ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଦୁର୍ବ୍ୟବହାର କରିଥିବା କଟକ ସଦର ବିଧାୟକଙ୍କ ନାମକୁ ସିନେଟ ମନୋନୟନ ତାଲିକାରୁ ପ୍ରତ୍ୟାହାର କରିବା, ବିଧାୟକ କ୍ଷମା ମାଗିବା, ରେଭେନ୍ସାରେ
Read more