ସୋଆରେ ୩ ଦିନିଆ ସମ୍ମିଳନୀ ‘ଏପିକନ୍ ଓଡ଼ିଶା ୨୦୨୬’: ଏକତ୍ରିତ ହେବେ ୭୦୦ରୁ ୮୦୦ ଚିକିତ୍ସକ ଓ ବିଶେଷଜ୍ଞ, ଆଧୁନିକ ଚିକିତ୍ସା ବିଜ୍ଞାନର ଅଗ୍ରଗତି ନେଇ ହେବ ଆଲୋଚନା
ଭୁବନେଶ୍ୱର, ନଭେମ୍ବର ୨୪: ଆସନ୍ତା ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ ଏପିକନ୍ ଓଡ଼ିଶା ୨୦୨୬। ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ
Read more