ଗଠନ ହେଲା ୩୪ଟି ନୂଆ ଏନ୍‌ଏସି: ୫ଏନ୍‌ଏସି ହେଲା ମ୍ୟୁନିସିପାଲିଟି

ଭୁବନେଶ୍ବର: ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଗଠିତ ହେବ। ଚାରିଟି ଜିଲ୍ଲାରେ ୫ଟି ଏନ୍‌ଏସି ମ୍ୟୁନିସିପାଲିଟିକୁ ଉନ୍ନୀତ ହେବ ବୋଲି ଆଜି

Read more

୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ୧୦ ହଜାର ଆଶାୟୀଙ୍କ ଲାଇନ୍

ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ୍ । ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

Read more

କୋଣାର୍କ ମନ୍ଦିରରେ ଉତ୍ତେଜନା, ଗେଟରେ ଧସେଇ ପଶିଲେ ପର୍ଯ୍ୟଟକ

କୋଣାର୍କ ମନ୍ଦିର ଗେଟ୍ ନିକଟରେ ଉତେଜନା । ଧସେଇ ପସିଲେ ପର୍ଯ୍ୟଟକ । ଅନଲାଇନ୍ ଟିକେଟ୍ ବିଳମ୍ବ ଯୋଗୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Read more

ମାର୍ଚ୍ଚ ପହିଲାରେ ୮୫୯ ଏସ୍‌ଏସ୍‌ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର,୨୫ା୨: ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୧ରେ ୮୫୯ ଏସ୍‌ଏସ୍‌ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ। ଏକକାଳୀନ ଲୋକ ସେବା ଭବନର କନଭେନ୍‌ସନ୍‌ ହଲ ୍‌ଓ ରବୀନ୍ଦ୍ର ମଣ୍ଡପରେ

Read more

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ

ଭୁବନେଶ୍ୱର,୨୫ା୨: ରାଜ୍ୟର କେତେକ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା

Read more

୩ ମାସ ଯାଏଁ ମନ୍ କି ବାତ୍ କାର୍ଯ୍ୟକ୍ରମ ବନ୍ଦ: ୧୧୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କଲେ ସମ୍ବୋଧିତ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ। ତେଣୁ ଆଚାର ସଂହିତା ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ୩ ମାସ ପର୍ଯ୍ୟନ୍ତ ନିର୍ବାଚନ ଶେଷ ନ

Read more

ଦୁନିଆକୁ ଅଲବିଦା କହିଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ସିନେନିର୍ଦ୍ଦେଶକ

ନୂଆଦିଲ୍ଲୀ: ‘ମାୟା ଦର୍ପଣ’ ଏବଂ ‘ତରଙ୍ଗ’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ କୁମାର ଶାହାନିଙ୍କ ଦେହାନ୍ତ ହୋଇଛି। ସେ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ

Read more

ଆସନ୍ତା ସପ୍ତାହରେ ବିଜେପି ଘୋଷଣା କରିପାରେ ୧୦୦ପ୍ରାର୍ଥୀଙ୍କ ନାଁ । ଓଡିଶାରୁ କିଏ ହେବେ ପ୍ରାର୍ଥୀ?

ଲୋକସଭା ନିର୍ବାଚନ ପାଇଁ ଖୁବଶିଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି । ୧୦୦ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ ହୋଇସାରିଥିବା ବେଳେ ଘୋଷଣା ପାଇଁ ଔପଚାରିକତା ବାକି

Read more

ଜେଲରେ ବି ମହିଳା ନୁହନ୍ତି ସୁରକ୍ଷିତ: ‌ବଢୁଛି ବଳାତ୍କାର ମାମଲା, ୫ ବର୍ଷରେ ୨୭୫ ଘଟଣା

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ‌ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ମହିଳାମାନେ ବାହାରେ ତଥା ଘରେ

Read more