Skip to content
Sunday, March 8, 2026
Latest:
  • ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ, କାରଣ ଅସ୍ପଷ୍ଟ
  • ଆଜି ରାଜ୍ୟସଭା ପାଇଁ ନାମାଙ୍କନ, ୪ ଆସନ ପାଇଁ ୫ ପ୍ରାର୍ଥୀ
  • ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ହ୍ୱାଟ୍ସଆପକୁ ଆସିଥିବା ଲିଙ୍କ କ୍ଲିକ୍ କରି ଆକାଉଣ୍ଟରୁ କଟିଗଲା ୯୦ ହଜାର ଟଙ୍କା

September 21, 2023September 21, 2023 Satya 90000-disappears-from-woman’s-account-in-odisha-after-she-clicks-on-link, politicl

ସାଇବର ଠକର ଶିକାର ହେଲେ କଟକର ଯୁବତୀ । ହ୍ବାଟ୍‌ସଅପକୁ ଆସିଥିବା ଲିଙ୍କ କ୍ଲିକ୍ କରି ଆକାଉଣ୍ଟରୁ କଟିଗଲା ୯୦ ହଜାର ଟଙ୍କା। ଏନେଇ ଠକାମୀର ଶିକାର ହୋଇଥିବା ଯୁବତୀ ସାଇବର୍ ଥାନା ଓ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକାରୀ ସରସ୍ଵତୀ ଲେଙ୍କା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। କିଛି ଦିନତଳେ ଅନଲାଇନ୍ ସାଇଟରୁ କିଛି ଜିନିଷ କିଣିଥିଲେ ହେଲେ ତାଙ୍କ ପାଖକୁ କିଣିଥିବା ଜିନିଷ ବଦଳରେ ଭୁଲ ଜିନିଷ ଆସିବାରୁ ସେ ଏହାକୁ ରିଫଣ୍ଡ ପାଇଁ ସେହି ଅନଲାଇନ୍ ସଂସ୍ଥାକୁ ମେଲ୍ କରିଥିଲେ ରିଫଣ୍ଡ କରିବା ପାଇଁ।

ତାପରେ ଯୁବତୀଙ୍କ ପାଖକୁ ଠକ କଲରେ କଥା ହୋଇ ୱାଟଆପକୁ ଏକ ଲିଙ୍କ ପଠାଇ ଥିଲା ଲିଙ୍କ କ୍ଲିକ୍କଲେ ଟଙ୍କା ଆକାଉଣ୍ଟରେ ଡେବିଟ ହେଇଯିବ ବୋଲି କହିଥିଲେ ଠକ ହେଲେ ଲିଙ୍କରେ କ୍ଲିକ କରିବା ପରେ ଯୁବତୀଙ୍କ ଆକାଉଣ୍ଟରୁ 90 ହଜାର ଟଙ୍କା କଟି ଯାଇଥିଲା।

Post Views: 327
Spread the love
  • ← କାନାଡାରେ ବନ୍ଦ ହେଲା ଭାରତୀୟ ଭିସା ସେବା
  • ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନରେ ପାରିତ ହୋଇସାରିଛି ମହିଳା ସଂରକ୍ଷଣ ବିଲ୍ →

ADVT

Recent Posts

  • ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ, କାରଣ ଅସ୍ପଷ୍ଟ March 6, 2026
  • ଆଜି ରାଜ୍ୟସଭା ପାଇଁ ନାମାଙ୍କନ, ୪ ଆସନ ପାଇଁ ୫ ପ୍ରାର୍ଥୀ March 5, 2026
  • ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ March 5, 2026
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ March 5, 2026
  • ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ March 5, 2026

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.