Skip to content
Friday, October 30, 2026
Latest:
  • ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୩ ରୁ ଫର୍ମ ପୂରଣ, ଜାଣନ୍ତୁ ଶେଷ ତାରିଖ କେବେ
  • କୋଟିଆ ପାଇଁ ଏକାଠି ହେଲେ ସବୁ ଦଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ
  • ୭୪ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଡିଲ୍ ବେଳେ ମାଡ଼ି ବସିଲା ଅବକାରୀ ଟିମ୍ , ୩ ଗିରଫ
  • ପୁଣି କଳିଙ୍ଗା ଘାଟୀରେ ଭୂସ୍ଖଳନ, ରାସ୍ତା ସିଲ
  • ରି-ଆଡମିଶନ ଫି’ ଆଦାୟକୁ ନେଇ ବିବାଦ, ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ହ୍ୱାଟ୍ସଆପକୁ ଆସିଥିବା ଲିଙ୍କ କ୍ଲିକ୍ କରି ଆକାଉଣ୍ଟରୁ କଟିଗଲା ୯୦ ହଜାର ଟଙ୍କା

September 21, 2023September 21, 2023 Satya 90000-disappears-from-woman’s-account-in-odisha-after-she-clicks-on-link, politicl

ସାଇବର ଠକର ଶିକାର ହେଲେ କଟକର ଯୁବତୀ । ହ୍ବାଟ୍‌ସଅପକୁ ଆସିଥିବା ଲିଙ୍କ କ୍ଲିକ୍ କରି ଆକାଉଣ୍ଟରୁ କଟିଗଲା ୯୦ ହଜାର ଟଙ୍କା। ଏନେଇ ଠକାମୀର ଶିକାର ହୋଇଥିବା ଯୁବତୀ ସାଇବର୍ ଥାନା ଓ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକାରୀ ସରସ୍ଵତୀ ଲେଙ୍କା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। କିଛି ଦିନତଳେ ଅନଲାଇନ୍ ସାଇଟରୁ କିଛି ଜିନିଷ କିଣିଥିଲେ ହେଲେ ତାଙ୍କ ପାଖକୁ କିଣିଥିବା ଜିନିଷ ବଦଳରେ ଭୁଲ ଜିନିଷ ଆସିବାରୁ ସେ ଏହାକୁ ରିଫଣ୍ଡ ପାଇଁ ସେହି ଅନଲାଇନ୍ ସଂସ୍ଥାକୁ ମେଲ୍ କରିଥିଲେ ରିଫଣ୍ଡ କରିବା ପାଇଁ।

ତାପରେ ଯୁବତୀଙ୍କ ପାଖକୁ ଠକ କଲରେ କଥା ହୋଇ ୱାଟଆପକୁ ଏକ ଲିଙ୍କ ପଠାଇ ଥିଲା ଲିଙ୍କ କ୍ଲିକ୍କଲେ ଟଙ୍କା ଆକାଉଣ୍ଟରେ ଡେବିଟ ହେଇଯିବ ବୋଲି କହିଥିଲେ ଠକ ହେଲେ ଲିଙ୍କରେ କ୍ଲିକ କରିବା ପରେ ଯୁବତୀଙ୍କ ଆକାଉଣ୍ଟରୁ 90 ହଜାର ଟଙ୍କା କଟି ଯାଇଥିଲା।

Post Views: 353
Spread the love
  • ← କାନାଡାରେ ବନ୍ଦ ହେଲା ଭାରତୀୟ ଭିସା ସେବା
  • ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନରେ ପାରିତ ହୋଇସାରିଛି ମହିଳା ସଂରକ୍ଷଣ ବିଲ୍ →

ADVT

Recent Posts

  • ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୩ ରୁ ଫର୍ମ ପୂରଣ, ଜାଣନ୍ତୁ ଶେଷ ତାରିଖ କେବେ October 29, 2026
  • କୋଟିଆ ପାଇଁ ଏକାଠି ହେଲେ ସବୁ ଦଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ October 29, 2026
  • ୭୪ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଡିଲ୍ ବେଳେ ମାଡ଼ି ବସିଲା ଅବକାରୀ ଟିମ୍ , ୩ ଗିରଫ October 29, 2026
  • ପୁଣି କଳିଙ୍ଗା ଘାଟୀରେ ଭୂସ୍ଖଳନ, ରାସ୍ତା ସିଲ October 29, 2026
  • ରି-ଆଡମିଶନ ଫି’ ଆଦାୟକୁ ନେଇ ବିବାଦ, ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା October 29, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.