ମହାଦୀପ ସଂସ୍ପର୍ଶରେ ଆସି ଜଳିଗଲା ନିଳଚକ୍ର ବାନା

ପୁରୀ, ୧୯/୦୩: ମହାଦୀପ ସଂସ୍ପର୍ଶରେ ଆସି ଜଳିଗଲା ନିଳଚକ୍ର ବାନା । ଆଜି ସନ୍ଧ୍ୟାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।

Spread the love