ସପରିବାର ଘଣ୍ଟିବଜାଇ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଆଜି ଜନତା କର୍ଫ୍ୟୁ ଅବସରରେ କରୋନା ଭାଇରସ  ବିରୋଧରେ ଲଢି ଦେଶବାସୀଙ୍କ ସେବାରେ ଲଢିଥିବା ବ୍ୟକ୍ତିମାନଙ୍କୁ ନିର୍ଧାରିତ ସମୟରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ତାଳି ମାରିବାସହ ଘଣ୍ଟିବଜାଇ କୃତଜ୍ଞତା ପ୍ରଦାନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 

Spread the love