ଅଭିନେତ୍ରୀ ରାନୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଲେ ୫୦,୦୦୦

ଓଡ଼ିଶା ଏକ ବିପର୍ଯ୍ୟୟ ସମୟ ଦେଇ ଗତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ କୁ ୫୦,୦୦୦ ଟଙ୍କା ଦାନ କଲେ ଅଭିନେତ୍ରୀ ରାନୀ ପଣ୍ଡା । ଓଡ଼ିଶ।ରେ କରୋ ନା ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ବିଧାୟକ ଓ ଏମପି ମାନେ ସେମାନଙ୍କ ଦରମା ଏବଂ ଟଙ୍କା ଦାନ କରିଛନ୍ତି। ଏହି ଅବସରରେ ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ କରୋନା ମୁକାବିଲା ପାଇଁ ଟଙ୍କା ଦାନ କରିଛନ୍ତି।

Spread the love