News ରାଜ୍ୟ 22ରୁ ମ୍ୟାଟ୍ରିକ୍ ପରୀକ୍ଷା February 1, 2019February 1, 2019 Satya state ଫେବୃଆରୀ 22 ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। 2830 ସେଣ୍ଟରରେ 5ଲକ୍ଷ 45 ହଜାର 364 ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାର୍ଥୀ ଫେବୃଆରୀ 8 ରୁ ୱେବ୍ ସାଇଟରୁ ଆଡମିଟ କାର୍ଡ ପାଇପାରିବେ। ମାର୍ଚ୍ଚ 8 ଯାଏ ପରୀକ୍ଷା ଚାଲିବ। Post Views: 189 Spread the love